banner
Breaking
Monthly Archives

September 2022

ହିରୋ ମୋଟୋକର୍ପ ପକ୍ଷରୁ ପାର୍ବଣ ଋତୁରେ ‘ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ ଟ୍ରଷ୍ଟ’

ଚଳିତ ବର୍ଷର ଶୁଭ ପାର୍ବଣ ଋତୁ ଅବସରରେ ମୋଟରସାଇକେଲ ଏବଂ ସ୍କୁଟରର ବିଶ୍ୱର ସର୍ବ ବୃହତ ଉତ୍ପାଦକ ହିରୋ ମୋଟୋକର୍ପ ପକ୍ଷରୁ ହିରୋ ଗିଫ୍ଟ- ଦ ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ ଟ୍ରଷ୍ଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଅନ୍ତର୍ଗତ ରୋମାଂଚକର ମଡେଲ ସତେଜତା, ଖୁଚୁରା ଲାଭ,…
Read More...

ପିଲା ଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

କଟକ : କଟକ ବଡ଼ ମେଡିକାଲରୁ ପିଲାଚୋରି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। କାର୍ଯ୍ୟରେ ଅବହେଳା ଦର୍ଶାଇ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ବହିଷ୍କାର କରିଥିବା ଜଣାପଡ଼ିଛି। ଏହା ସହିତ ଆଇସିୟୁରେ ଥିବା ୪…
Read More...

ବୁଧବାର ଠାରୁ ଭାରତ ଦକ୍ଷିଣ ଆଫ୍ରିକା ଟି ୨୦ ମ୍ୟାଚ

ଥିରୁଭାନନ୍ଥପୁରମ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହେବ। ଆଗକୁ ଟି୨୦ ବିଶ୍ୱକପ ରହିଥିବାରୁ ପ୍ରସ୍ତୁତି ଦୃଷ୍ଟିରୁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଜୟ ଲାଭ କରିଥିଲେ…
Read More...

୧ ରୁ ପୁଣି ବର୍ଷା

ଭୁବନେଶ୍ୱର : ଅକ୍ଟୋବର ୧ ତାରିଖ ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ୧ ଅକ୍ଟୋବର ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…
Read More...

ବ୍ରହ୍ମାସ୍ତ୍ର ସୁପର ହିଟ୍

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଥିଲା। ଯାହା ଏବେ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ଇତି ମଧ୍ୟରେ ଫିଲ୍ମଟି ୨୫ ଦିନରେ ସାରା ବିଶ୍ୱରେ ୪୦୦ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି। ରିଲିଜ୍‌…
Read More...

ନାଲକୋ ପକ୍ଷରୁ ୬ ଟି ପିସିଆର ଭ୍ୟାନ ପ୍ରଦାନ

ଭୁବନେଶ୍ୱର : ନାଲ୍‌କୋ ପକ୍ଷରୁ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌କୁ ୬ଟି ନୂଆ ପୋଲିସ୍‌ ନିୟନ୍ତ୍ରଣ କକ୍ଷ (ପିସିଆର) ଭ୍ୟାନ୍‌ ଯୋଗାଇ ଦିଆଯାଇଛି। ବିଶେଷ କରି ଦ୍ୱୈତ ନଗରୀ (କଟକ-ଭୁବନେଶ୍ୱର) ର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସାଙ୍ଗକୁ ବିଭିନ୍ନ ପରିସ୍ଥିତିର ତଦାରଖ ପ୍ରକ୍ରିୟାକୁ ସୁଦୃଢ଼…
Read More...

ମୋବିଲ ବହୁ ପ୍ରତୀକ୍ଷିତ ଏକ୍ସନ ଥ୍ରୀଲର ବିକ୍ରମ ୱେଧା ସହିତ ଜଡିତ ହୋଇଛି

ମୁମ୍ବାଇ: ସେପ୍ଟେମ୍ବର ୩୦ ରେ ୧୦୦ ରୁ ଅଧିକ ଦେଶରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରୁଥିବା ବହୁ ପ୍ରତୀକ୍ଷିତ ଏକ୍ସନ ଥ୍ରୀଲର ‘ବିକ୍ରମ ୱେଧା’ ସହିତ ଭାରତର ଇଞ୍ଜିନ ତେଲର ଏକ ଅଗ୍ରଣୀ ବ୍ରାଣ୍ଡ, ମୋବିଲ ସହଭାଗି ହୋଇଛି । ହ୍ରିତିକ ରୋଶନ, ସୈଫ ଅଲି ଖାନ ଏବଂ ରାଧିକା ଆପ୍ଟେ ଙ୍କ ଅଭିନୀତ ଏହି ବହୁ…
Read More...

ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ

ଭୁବନେଶ୍ୱର,୨୭ା୯- ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ନମ୍ବର ଓ୍ବାର୍ଡର ନୀଳାଦ୍ରି ବିହାର ଠାରେ ୧୦ କୋଟି ଟଙ୍କା ବୟ ଅଟକଳରେ ନିର୍ମିତ ହେଉଥିବା ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ । ଆଜି ଦିନ ୧୧ଟା ସମୟରେ ଶ୍ରୀଯୁକ୍ତ…
Read More...

ଯୋଦ୍ଧା ୨.୦, ଇନତ୍ରା ଠ୨୦ ଦ୍ୱି-ଇନ୍ଧନ ଏବଂ ଇନତ୍ରା ଠ୫୦ ସହିତ ପିକଅପରେ ଟାଟା ମୋଟର୍ସ ନୂତନ ମାନକ ସ୍ଥାପିତ କରିଛି…

ଭୁବନେଶ୍ୱର : ଭାରତର ବୃହତମ ବାଣିଜ୍ୟିକ ଯାନ ନିର୍ମାଣକାରୀ ଟାଟା ମୋଟର୍ସ ଆଜି ଯୋଦ୍ଧା ୨.୦, ଇନତ୍ରା ଠ୨୦ଦ୍ୱି-ଇନ୍ଧନ ଏବଂ ଇନତ୍ରା ଠ୫୦ର ଶୁଭାରମ୍ଭ ସହିତ ଭାରତର ଦ୍ରୁତଗତିରେ ବଢୁଥିବା ପିକଅପ ନୂତନ ମାନକ ସ୍ଥାପନ କରିଛି । ବୋଲ୍ଡ ନୂତନ ଡିଜାଇନ ସହିତ ଏହି ତଗଡା ଏବଂ ଶକ୍ତ ପିକଅପ ଗୁଡିକ…
Read More...

ଉତ୍କଳ କନିକା ଗ୍ୟାଲେରିଆ ମଲରେ ଉନ୍ମୋଚନ ହେଲା “ଖୁସିୟୋଁ କା ତ୍ୟୋହାର

ଭୁବନେଶ୍ୱର : ପାର୍ବଣ ଅବସରରେ କଳ୍ପନାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଏବଂ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ମଲ୍ ପରିସରରେ ଆରମ୍ଭ ହୋଇଛି “ଖୁସିୟୋଁ କା ତ୍ୟୋହାର” । ଅତିଥି ଭାବେ ଓଡ଼ିଶୀ ନୃତ୍ୟଗୁରୁ ଶାସ୍ୱତ ଯୋଶୀ ଏହାକୁ ଉନ୍ମୋଚନ କରିଛନ୍ତି । ସେପ୍ଟେମ୍ବର ୧୬…
Read More...