banner
Breaking
Monthly Archives

January 2022

ଏବେ ରାଜ୍ୟରେ ଡେଲଟା ଓ ଓମିକ୍ରନ୍ ଭୂତାଣୁ ସକ୍ରିୟ ସତର୍କ ରୁହନ୍ତୁ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। କିଛି ଦିନ ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ…
Read More...

ମହାରାଷ୍ଟ୍ର ଓ ଗୁଜରାଟରେ ହେବ ସମସ୍ତ ଆଇପିଏଲ ମ୍ୟାଚ

ମୁମ୍ବାଇ,୩୦।୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ପୂରା ସଂସ୍କରଣକୁ ମହାରାଷ୍ଟ୍ର ଓ ଗୁଜରାଟରେ ଆୟୋଜନ କରିବାକୁ ଯୋଜନା କରୁଛି ବିସିସିଆଇ। “ବର୍ତ୍ତମାନ ବୋର୍ଡ ସମସ୍ତ ଲିଗ୍‌ ମ୍ୟାଚ୍‌ ମହାରାଷ୍ଟ୍ରରେ ଆୟୋଜନ କରିବାକୁ ଚାହୁଁଛି। ଲିଗ୍‌ର ସମସ୍ତ ପ୍ଲେ-ଅଫ୍‌ସ ମ୍ୟାଚ୍‌…
Read More...

ଦୁର୍ନୀତି ଉଈ ଭଳି ସମାଜକୁ ନଷ୍ଟ କରିଦିଏ : ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ, ୩୦।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ରେ ଯୋଗଦେଇ କହିଛନ୍ତି ଯେ, ଦେଶର ବିକାଶ ପାଇଁ ଦୁର୍ନୀତି ମୁକ୍ତ ସମାଜ ଅପରିହାର୍ଯ୍ୟ । ଦୁର୍ନୀତି ଉଈ ଭଳି ସମାଜକୁ ନଷ୍ଟ କରିଥାଏ। ତେବେ ଏହାକୁ ହଟାଇବା ଆବଶ୍ୟକ। ଦେଶ ଦ୍ରୁତ…
Read More...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ଆଜି ସାରା ଦେଶ ବାପୁଙ୍କୁ ମନେ ପକାଉଛି। ସର୍ବଦା ସତ୍ୟ ଓ ଅହିଂସାର ମାର୍ଗ ଆପଣାଉଥିବା ବାପୁଙ୍କୁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ବାପୁଙ୍କ ଅନେକ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ମନେ…
Read More...

ସବୁ ପରିଚୟ ପାଇଁ ହେବ ଗୋଟିଏ ୟୁନିକ୍ ଆଇଡି

ନୂଆଦିଲ୍ଲୀ,୩୦ା୧: ସମସ୍ତ ପ୍ରକାର ପରିଚୟପତ୍ର ପାଇଁ ଗୋଟିଏ ଡିଜିଟାଲ ୟୁନିକ୍‌ ଆଇଡି ରହିବ। ଏହା ଉପରେ ବିଜ୍ଞାନ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କାମ କରୁଛି। ମନ୍ତ୍ରଣାଳୟ ଫେଡରେଟେଡ୍‌ ଡିଜିଟାଲ ଆଇଡେଣ୍ଟିଟ ପ୍ରକଳ୍ପ ନେଇ ପ୍ରସ୍ତାବ ଦେଇଛି । ପ୍ରସ୍ତାବକୁ ମନ୍ତ୍ରଣାଳୟ ଖୁବଶୀଘ୍ର…
Read More...

ମାଟିତଳୁ ମିଳିଲା ଲୌହସ୍ତମ୍ଭ

କଟକ ,୩୦ା୧: କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ପଛପାର୍ଶ୍ୱ ଶନିବାର ଖନନ ସମୟରେ ମାଟି ତଳୁ ମିଳିଛି ବିରାଟ ଲୌହ ସ୍ତମ୍ଭ। ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି । ଏହି ସମୟ ମଧ୍ୟରେ ଉକ୍ତ ସ୍ଥାନରେ…
Read More...

ଭାରତର ସେମିଫାଇନାଲରେ ପ୍ରବେଶ

ୱେଷ୍ଟଇଣ୍ଡିଜ୍‌ : ଚଳିତ ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ୍‌ ବିଶ୍ବକପ୍‌​‌େ​‌ର ୪ର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଶନିବାର ୪ର୍ଥ କ୍ବାର୍ଟରଫାଇନାଲରେ ଗତଥରର ଚମ୍ପିଆନ୍ ବାଂଲାଦେଶକୁ ୫ ୱିକେଟରେ ଭାରତ ପରାସ୍ତ କରିଛି। ଫଳରେ ୨୦୨୦ ବିଶ୍ବକପ୍‌ର ଫାଇନାଲରେ ଭାରତକୁ ପରାସ୍ତ…
Read More...

ଫେବୃଆରୀ ୧ରୁ ବଦଳିଯିବ ବ୍ୟାଙ୍କର ଏହିସବୁ ନିୟମ

ନୂଆଦିଲ୍ଲୀ,୨୯।୧: ନୂଆ ବର୍ଷ ୨୦୨୨ର ପ୍ରଥମ ମାସ ଅର୍ଥାତ ଜାନୁୟାରୀ ଶେଷ ହେବାକୁ ଯାଉଛି। ଫେବୃୟାରୀ ପହିଲାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ବଜେଟ ବ୍ୟୟବରାଦ ଅନୁସାରେ ଅର୍ଥ ବ୍ୟବସ୍ଥା ସହ…
Read More...

ଭୁବନେଶ୍ୱର ପୌର ନିର୍ବାଚନ ଓ୍ବାର୍ଡ ତାଲିକା

ଭୁବନେଶ୍ୱର,୨୯/୧(ଓଡ଼ିଆ ନ୍ୟୁଜ) ପୌର ନିର୍ବାଚନ ପାଇଁ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି ଏହି କ୍ରମରେ ଭୁବନେଶ୍ୱରର ମହାନଗର ନିଗମର ୬୭ ଟି ଓ୍ବାର୍ଡ ମଧ୍ୟରୁ ୩୮ ଆସନ ସ°ରକ୍ଷିତ ରହିଛି। ସେଥି ମଧ୍ୟରେ ୨ ଓ ୩୪ ଏବଂ ୧୩ ନମ୍ବର ୱାର୍ଡ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।…
Read More...

ପୌର ନିର୍ବାଚନ ପାଇଁ ଚୁଡାନ୍ତ ତାଲିକା ପ୍ରକାଶ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ସଜବାଜ । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଭିନ୍ନ ୱାର୍ଡ ସୀମା ନିର୍ଦ୍ଧାରଣ ସହିତ ଚୂଡ଼ାନ୍ତ ଓ୍ୱାର୍ଡ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱର ମହାନଗର ନିଗମ ପାଇଁ ୬୭ ଓ୍ୱାର୍ଡ ରହିବ । ସେହିପରି କଟକ ମହାନଗର…
Read More...