banner
Breaking

ବାବୁସାନଙ୍କ ଜାମିନରେ ପୂର୍ଣ୍ଣଛେଦ

0

କଟକ,୪ା୮: ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ କରିଥିବା ଆବେଦନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତଦନ୍ତରେ ବାବୁସାନ ସହଯୋଗ କରିଥିବାରୁ ହାଇକୋର୍ଟ ଏହି ଆବେଦନର ଅନ୍ତ ଘଟାଇଛନ୍ତି। ଏନେଇ ବାବୁସାନ୍‌ଙ୍କ ଓକିଲ ଧରଣୀଧର ନାୟକ କହିଛନ୍ତି। ଆଗୁଆ ଜାମିନ ଆବଶ୍ୟକ ନ ଥିବା ହୃଦବୋଧ କରି କୋର୍ଟ ଏହାର ଅନ୍ତ ଘଟାଇଛନ୍ତି

Khansweb Solution Bhubaneswar

Leave A Reply

Your email address will not be published.